Browsing Tag

balangir news

ଗିରଫ୍‌ ହେଲେ ନକଲି ଶିକ୍ଷକ କମଳଲୋଚନ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ନକଲି ଶିକ୍ଷକଙ୍କୁ ଗିରଫ୍‌ କରିଛି । ନକଲି ମାର୍କସିଟ୍‌ ଦେଇ ଚାକିରି କରୁଥିବା ଶିକ୍ଷକ ଆଜି ଗିରଫ୍‌ ହୋଇଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡଙ୍ଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରସନ୍ନ କୁମାର ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଓଏସ୍‌ଡି ତଥା ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁନ ୧୩ ତାରିଖ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ
Read More...

ନୂତନ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା ପ୍ରସଙ୍ଗ

ଚୁଡାନ୍ତ ବିଜ୍ଞପ୍ତି ପରେ ଗଠନ ହେବ ଏନ୍‌ଏସି ଓ ମ୍ୟୁନିସିପାଲିଟିପୂର୍ବ ସରକାର ଭୁଆଁ ବୁଲାଇଥିଲେ – ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୫୭ଟି ନୂତନ ଏନ୍‌ଏସି ଓ ୬ଟି ମ୍ୟୁନିସିପାଲିଟି ଗଠନ କରିବା ପାଇଁ ଘୋଷଣା କରିଥିଲେ ବୋଲି
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାରେ ଶତାଧିକ ଟ୍ରାନ୍ସଜେଣ୍ଡର୍‌ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏହି ପଦଯାତ୍ରା ଆରମ୍ଭ
Read More...

ଶିଶୁ ଶ୍ରମିକ ନିରାକରଣ ରଥ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସକାଳ ୮.୩୦ ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ରାଳୟ ଠାରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବରେ
Read More...

ଜୁନ ୨୧ରେ ଦଶମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତଞ୍ଜଳି ଯୋଗପୀଠର ତତ୍ତ୍ୱାବଧାନରେ ଆସନ୍ତା୨୧ ଜୁନ ୨୦୨୪ ତାରିଖ ଦିନ ଦଶମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ସରକାରୀ ଆଇଟିଆଇ ପଡିଆ, ଲର୍କିପାଲି ଠାରେ ସ୍ୱୟଂ ଓ ସମାଜ ପାଇଁ ଯୋଗ ଶୀର୍ଷକରେ ଅନୁଷ୍ଠିତ ହେବ ଯୋଗ ମହୋତ୍ସବ । ସକାଳ ୫ଟା ରୁ ୭ଟା
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ପାଳିତ ହେଲା ରକ୍ତ ଶିକୁଳି ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ରକ୍ତ ଶିକୁଳି ଦିବସ । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା
Read More...

ବଲାଙ୍ଗିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ତଥା
Read More...

ଚାଷୀଙ୍କୁ ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କିଷାନ ଉତ୍ସବ ଦିବସରେ ପିଏମ୍‌ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ପ୍ରଦାନ କରି ଦେଶର ଚାଷୀଙ୍କୁ ସମ୍ମାନ ଦେଲେ ହିଁ ଆମର ଜୀବନ ଧାରଣର ମାନ ବଢିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶର ବାରାଣାସୀ ଠାରେ
Read More...

ବିଶ୍ଵ ସିକିଲ୍‌ ସେଲ୍‌ ସଚେତନତା ଦିବସ-୨୦୨୪ ପାଳନ ଉପଲକ୍ଷେ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ସିକଲ୍ ସେଲ ସଚେତନତା ଦିବସ-୨୦୨୪ ଜୁନ ୧୮ ଠାରୁ ଆରମ୍ଭ ହୋଇରୁ ଜୁଲାଇ ୦୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସଚେତନତା ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ବଲାଙ୍ଗିର ଦ୍ୱାରା ଆୟୋଜିତ ବୈଠକରେ
Read More...