Browsing Tag

balangir news

ଜଗନ୍ନାଥ ଡିଗ୍ରୀ କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ, ସାହାଜବାହାଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପରିଚାଳନା କମିଟିର ସଦସ୍ୟ ଚିତ୍ରସେନ ବଗର୍ତ୍ତୀ
Read More...

କୃତି ଛାତ୍ରଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ରାହୁଲ ରଞ୍ଜନ କର୍ମୀଙ୍କୁୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ବଲାଙ୍ଗିର ଶାନ୍ତିପଡା ନିବାସୀ ନନ୍ଦିକିଶୋର କର୍ମୀ ଓ ମମତା କର୍ମୀଙ୍କ ସୁପୁତ୍ର ଓଡିଶା
Read More...

ଟିକ୍ରାପଡା ଚାନ୍ଦ ମନ୍ଦିର ଶ୍ରୀ ଜୀଉମାନଙ୍କର ସ୍ନାନଯାତ୍ରା ଓ ହାତୀବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଶ୍ରୀ ଜୀଉମାନଙ୍କର ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟାରୁ ଜୀଉମାନଙ୍କର ମହାସ୍ନାନ ଆରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଚାନ୍ଦ
Read More...

ସ୍ୱାସ୍ଥ୍ୟ ଉପରେ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସମ୍ମିଳନୀରେ ଯୋଗଦେଇ ବଲାଙ୍ଗିର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ । ତାଙ୍କ ସହିତ ଟିଟିଲାଗଡ଼
Read More...

ଆନ୍ତର୍ଜାତୀୟ ଯୋଗ ଦିବସରେ ହାଟପଦା ପାର୍କ ଠାରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ଯୋଗ ଦିବସ ବଲାଙ୍ଗିର ସହର ସ୍ଥିତ ହାଟପଦା ପାର୍କ ଠାରେ ପାଳିତ ହୋଇଯାଇଛି । ଆଜିର ଏହି ଯୋଗ ଦିବସରେ ବଲାଙ୍ଗିର ସହରର ବହୁତ୍ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମା' ମେଟାକାନି ଯୋଗ କମିଟି ପକ୍ଷରୁ ସମସ୍ତ ପ୍ରକାରର
Read More...

ଏ. ପି.ଏସ୍. କଲେଜ ରୋତରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍, ଜିଲ୍ଲା-ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ
Read More...

ସହଯୋଗ ଫାଉଣ୍ଡେସନ୍ ଏବଂ ବଲାଙ୍ଗିର ନଗରପାଳିକା ଯୁଗଳ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଏବଂ ବଲାଙ୍ଗିର ନଗରପାଳିକା ଯୁଗଳ ଭାବେ ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ସୁଜିତ କୁମାର ସାହୁ ଯୋଗ ଅଧିବେଶନର ଅନୁଷ୍ଠାନ କଲେ । ବଲାଙ୍ଗିର
Read More...

ଜେଏସ୍‌ଏମ୍‌ର ବାଣିଜ୍ୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ସରବତ ପାଣି ବଣ୍ଟନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ବଲାଙ୍ଗିର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଶୀତଳ ଷଷ୍ଠୀ ପାଳନ କରାଯାଏ । ଏହି ଉତ୍ସବରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଈଶ୍ୱରୀୟ ବିବାହ ସ୍ମରଣ କରାଯାଇଥାଏ । ଏହା ଏକ ପାଞ୍ଚ ଦିନିଆ ପର୍ବ 'ପତ୍ର ପେଣ୍ଡି' ରୀତିନୀତି ସହିତ ଆରମ୍ଭ ହୋଇଥାଏ
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖଗସାରେ ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱବ୍ୟାପି ୧୦ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଇଯାଛି । ସମଗ୍ର ବିଶ୍ୱର ଜନସାଧାରଣଙ୍କ ଯୋଗ ପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଏହି ଦିବସର ଆବିର୍ଭାବ । କଥାରେ ଅଛି 'ସ୍ୱାସ୍ଥ୍ୟ ହିଁ ସମ୍ପଦ', ଏହାର ମୁଖ୍ୟ ଉତ୍ସ ହେଉଛି ଯୋଗ । ଯୋଗ ଦ୍ୱାରା ଶାରୀରିକ ଓ
Read More...

ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଭାରତର କୋଣେ ଅନୁକୋଣେ ଆଜି ପାଳନ କରାଯାଉଛି ଯୋଗ ଦିବସ । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ଆଇଟିଆଇ ପଡ଼ିଆରେ ବଲାଙ୍ଗିର ଶାଖା ପତଞ୍ଜଳି ଯୋଗ ସମିତି ତରଫରୁ ଆଜି ପ୍ରାତଃ
Read More...