Browsing Tag

balangir news

ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଲେ ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଛନ୍ତି ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ଲହର ଖେଳି ଯିବା ସହ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଥିବା ବେଳେ ନିକି ବଲାଙ୍ଗିରର ବାଣିଜ୍ୟ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସଭ୍ୟ ସ୍ୱର୍ଗତ ମାଲିଆ ଗଡୁଆଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ
Read More...

ବଲାଙ୍ଗିର ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି । ବଲାଙ୍ଗିର ଦେଓଗାଁ ଥାନା ଅନ୍ତର୍ଗତ ଘୁଚିପାଲି ଗ୍ରାମ ନିକଟ ରେଳ ଧାରଣାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ପଡିଥିବାର ବଲାଙ୍ଗିର ଜିଆରପି
Read More...

ସ୍ୱରାଜ ହସ୍‌ପିଟାଲ୍‌କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱରାଜ ହସ୍‌ପିଟାଲ୍‌ରେ ପ୍ରସୂତି ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାର ତଦନ୍ତ ହେବ ଏବଂ ଦୋଷୀ ଦଣ୍ଡ ପାଇବ ।
Read More...

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ବଲାଙ୍ଗିର ବିଧାନସଭା କାର୍ଯ୍ୟାଳୟ ଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ବିଧାନସଭା ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଏଥିରେ ଯୋଗଦାନ କରିଥିଲେ । ଶ୍ୟାମା
Read More...

ଭାରତୀୟ ମଜଦୁର ସଂଘର ଜିଲ୍ଲା କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତ ବର୍ଷର ସର୍ବବୃହତ ମହାସଂଘ ହେଉଛି ଭାରତୀୟ ମଜଦୁର ସଂଘ । ଏହି ସଂଘରେ ସର୍ବ ଭାରତୀୟ ସ୍ତରରେ ଏକ କୋଟି ସଦସ୍ୟ ଥିବାର ସଂଘ ଦାବୀ କରେ । ଏହି ମହାସଂଘରେ ଅନେକ ପ୍ରକାରର ମଜଦୁର ସଂଘଗୁଡିକ ଜଡିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଆଶା, ଅଙ୍ଗନୱାଡି,
Read More...

ଲୋୟର ସୁକ୍‌ତେଲ୍‌ ବୁଡ଼ି ଅଂଚଳରେ ବିଶ୍ୱାସରେ ବିଷ ଦେଲା ପଡୋଶୀ ସଂପର୍କୀୟ : ବ୍ୟାଙ୍କ ଖାତାରୁ ଉଠାଇ ନେଲା ୫ ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାସରେ ବିଷ ଦେଲା ପଡୋଶୀ ସଂପର୍କୀୟ । ଆକାଉଣ୍ଟଧାରୀଙ୍କ ଅଜାଣତରେ ଶାଖା ବଦଳାଇ ଟଙ୍କା ଉଠାଇନେଲା, ନିରକ୍ଷରତାର ସୁଯୋଗ ନେଇ ବ୍ୟାଙ୍କ ଆକାଉଣ୍ଟରୁ ନକଲି ଟିପଚିହ୍ନ ବଳରେ ଉଠାଇନେଲା ୫ ଲକ୍ଷ ଟଙ୍କା । ଏବେ ବଲାଙ୍ଗିର ସାଇବର୍‌ ପୋଲିସ୍‌ ହାତରେ ଧରାପଡ଼ି
Read More...

ଏସ୍.ଏସ୍. ବି ଅଧ୍ୟାପକଙ୍କ ଗ୍ରେଡ୍ ପେ ସଂଶୋଧନ ପାଇଁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ବଲାଙ୍ଗିର ଜିଲ୍ଲା ଏସ୍. ଏସ୍. ବି ଅଧ୍ୟାପକମାନଙ୍କର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ସଂଘର ଏକ ଦୀର୍ଘ ଦିନର
Read More...

ଧର୍ମପରାୟଣା ମହିଳାଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାତୀଶାଳପଡା ବାସୀନ୍ଦା ଧର୍ମପରାୟଣା ମହିଳା ମଞ୍ଜୁଳା ବହିଦାରଙ୍କ ଦେହାନ୍ତ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନୀତ ଅସୁସ୍ଥତା ଦେଇ ଗତି କରୁଥିଲେ । ଶନିବାର ଭୋର୍‌ ସକାଳୁ ନିଜସ୍ୱ ବାସଭବନରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଶେଷ ସମୟରେ ପୁତ୍ର
Read More...

ଗୋପିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀକ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପୀନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଆନ୍ତର୍ଜାତୀକ ଯୋଗ ଦିବସ ଆନୁକୁଲ୍ୟରେ ଅଧ୍ୟକ୍ଷ ପ୍ରେମଧର ମହାକୁରଙ୍କ ସଭାପତିତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଜଗନ୍ନାଥ ଡିଗ୍ରୀ କଲେଜର
Read More...