Browsing Tag

balangir news

ବରଗାଁ ରାସ୍ତାରେ ଲୁଟେରାଗ୍ୟାଙ୍ଗର ଉତ୍ପାତ : ପୁଇଁତଳାଥାନାରେ ଲୁଟେରାଗ୍ୟାଙ୍ଗ ନାଁରେ ହତ୍ୟା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳାଥାନା ଅଞ୍ଚଳରେ ଏକ ଲୁଟେରାଗ୍ୟାଙ୍ଗର ଉତ୍ପାତ ଦେଖିବାକୁ ମଳିଥିବା ବେଳେ ପୁଇଁତଳାଥାନରେ ଲୁଟେରାଗ୍ୟାଙ୍ଗର ବିରୋଧରେ ହତ୍ୟା ଅଭିଯୋଗ ମଧ୍ୟ ହୋଇଥିବା ନେଇ ଥାନା ପକ୍ଷରୁ ଜଣାପଡ଼ିଛି । ସାତମାଇଲ ଛକରୁ ବରଗାଁ ଦେଇ ସୋନପୁର ଜିଲ୍ଲାର ମେଣ୍ଡାଅଞ୍ଚଳକୁ…
Read More...

ପାରା ଅଲମ୍ପିକରେ ଦୁଇଟି ଗୋଲ୍ଡ ମେଡାଲ ହାସଲ କରିଥିବା ପାୟଲ ନାଗ ମାରୱାଡି ସମ୍ମେଳନ ଦ୍ୱାରା ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଝିଅ ସୁଶ୍ରୀ ପାୟଲ ନାଗ ରାଜସ୍ଥାନ ଜୟପୁରରେ ଆୟୋଜିତ ପାରା ଅଲମ୍ପିକ ତୀରନ୍ଦାଜୀ ପ୍ରତିଯୋଗିତାରେ ଦୁଇଟି ଗୋଲ୍ଡ ମେଡାଲ ହାସଲ କରି ସମସ୍ତ ରାଜ୍ୟରେ ଗର୍ବ ଏବଂ ପ୍ରଶଂସା ହାସଲ କରିଛନ୍ତି । ଶୁକ୍ରବାର ସ୍ଥାନୀୟ ସେବା ସଦନ ଠାରେ ଉତ୍କଳ…
Read More...

ଅସହାୟ ଶବକୁ ସମ୍ମାନର ସହ ଦାହ ସତ୍କାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଭୁତିଆରବାହାଲ ଗ୍ରାମରେ ଜଣେ ଅସହାୟ ମହିଳାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ଭାବେ ରହିଆସୁଥିଲେ । ଅସୁସ୍ଥତା କାରଣରୁ ତାଙ୍କ ଦେହାନ୍ତ ହେବା ପରେ ଦୀର୍ଘ ସମୟ ଧରି ଅସ୍ପୃଶ୍ୟତା କାରଣରୁ ତାଙ୍କ ଶବ ପଡିଥିବାର ଖବର…
Read More...

ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ପଞ୍ଚୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ…
Read More...

ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମପାହାଡଠାରେ ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୫ ବର୍ଷ ପରେ ସମସ୍ତ ବନ୍ଧୁ ଏକତ୍ରିତ ହୋଇ ଭାବ ବିହ୍ୱଳ ହୋଇପଡିଥିଲେ । ୪୫ ବର୍ଷ ତଳର…
Read More...

ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲିରେ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭଗବାନ ବିଦ୍ୟା ମନ୍ଦିର, ଖୁଜେନପାଲିରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁନୀଲ କୁମାର ଯୋଷୀଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସର୍ବ ବରିଷ୍ଠ କଳା ଶିକ୍ଷକ ସୁରେନ୍ଦ୍ର…
Read More...

ସକମା ତ୍ରିଦିବସିୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କଲେ ନରସିଂହ

ଖେଳୁଆଡ ମନୋଭାବ କ୍ରୀଡା ସହ ଅଂଚଳର ସାମଗ୍ରିକ ବିକାଶ କରେ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ସଂସ୍କୃତି ଜନମଙ୍ଗଳ କ୍ଲବ ସକମା ଆନୁକୁଲ୍ୟରେ ଏକ ତ୍ରିଦିବସିୟ କ୍ରୀକେଟ ପ୍ରତୋଯୋଗିତା ଉଦ୍‌ଘାଟନ ହୋଇଯାଇଛି । ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ନରସିଂହ…
Read More...

ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ

ଫାଇନାଲରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍‌ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲ ୩ - ୨…
Read More...

ଅନ୍ତର୍ଜାତୀୟ କରାଟେ ପାଇଁ ବଲାଙ୍ଗିର ଦଳର ମୁମ୍ବାଇ ଗସ୍ତ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆସନ୍ତା ଫେବୃୟାରୀ ୨ ତାରିଖରେ ମୁମ୍ବାଇରେ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ବଲାଙ୍ଗିର ଅସୀମ କରାଟେ ଏକାଡେମୀର ୪ଜଣ ଛାତ୍ର ମନୋନିତ ହୋଇଛନ୍ତି । ଜୁନିୟର ବାଳକ ବିଭାଗରେ ସ୍ୱସ୍ତିକ ମହାରଣା, ମିଥିଲେସ…
Read More...

ବିଶ୍ୱ ଏଡ୍‌ସ ଦିବସ ତଥା ଏଚ୍‌ଆଇଭି/ଏଡ୍‌ସ୍‌ ସଚେତନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତାମଖନା ଠାରେ ଯୁବ ରେଡକ୍ରସ ତଥା ରେଡ ରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ତଥା ଏଚ୍‌ଆଇଭି/ଏଡ୍‌ସ ସଚେତନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ…
Read More...