ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମେଡିକାଲ କର୍ମଚାରୀ ସଂଘ, ବଲାଙ୍ଗିର ଶାଖା ତରପରୁ ଅବସର ନେଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଭକ୍ତବନ୍ଧୁ ବକୁଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘର ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ସ୍ଥାନୀୟ ଏମ୍ସିଏଚ୍ ପରିସରରେ ଏହି!-->…
Read More...
Read More...