Browsing Tag

balangir news

ବଲାଙ୍ଗିର ଜେଲ୍‌ରେ ବଡ ଧରଣର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବଲାଙ୍ଗିର ଜେଲ୍‌ରେ ଚଢାଉ । କିଛି ଦିନ ତଳେ ବଲାଙ୍ଗିର ଜେଲ୍‌ରେ ଗ୍ୟାଙ୍ଗ ୱାର ହୋଇଥିଲା । ଆଉ ଏହି ଗ୍ୟାଙ୍ଗ ୱାର ଖବରକୁ ନେଇ ଆଜି ସକାଳୁ ସକାଳୁ ଏସ୍‌ପିଙ୍କ ନେତୃତ୍ୱରେ ଜେଲ୍‌ ପରିସରରେ ଏକ ବଡ଼ ଧରଣର ଚଢ଼ାଉ
Read More...

ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ ସହ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ରକ୍ତଭଣ୍ଡାରରେ ୨ ୟୁନିଟ ରକ୍ତଦାନ କରାଗଲା । ଆଜି ଦିନରେ ରକ୍ତଦାନ କରି ଜନ୍ମ ଦିନ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ
Read More...

କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କିଛି ଦିନ ହେଲା ଅପରାଧୀ ସକ୍ରିୟ ହୋଇପଡ଼ିଛନ୍ତି । ଏତିକି ବେଳେ ସହରର କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁଧବାର ରାତି ପ୍ରାୟ ୯ଟା ସମୟରେ ମାରଣାସ୍ତ୍ରରେ ସୌମ୍ୟଙ୍କ ଉପରେ ଆକ୍ରମଣ
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ବିଦ୍ୟାଳୟ ଫୁଟ୍‌ବଲ ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକାମାନଙ୍କ ପୁଇଁନ୍ତଲା ବ୍ଲକସ୍ତରୀୟ ବିଦ୍ୟାଳୟ ଫୁଟ୍‌ବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ଜେଲ ଭିତରେ ଗେଙ୍ଗ୍‌ୱାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଲରେ ଗେଙ୍ଗ ୱାର ଘଟଣାରେ କୁଖ୍ୟାତ ଅପରାଧୀ ବବ୍‌ଲୁ ମହାନନ୍ଦକୁ ଆକ୍ରମଣ କରିଛନ୍ତି । ୨ଜଣ କଏଦୀ ଛୋଟୁ ଖାଁ ଓ ବିଶାଲ୍ ସୁନା । ଦୀର୍ଘ ଦିନ ହେଲା ବବ୍‌ଲୁ ମହାନନ୍ଦ ସହ ଛୋଟୁ ଓ ବିଶାଲଙ୍କ ଝଗଡା ଲାଗିରହିଥିବା ବେଳେ ପୁଣି ଗତ ଶୁକ୍ରବାର ଦିନ ଉଭୟ ଗୋଷ୍ଠୀ
Read More...

ଭାରତ ବନ୍ଦ ପ୍ରଭାବରେ ବଲାଙ୍ଗିର ସହର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବନ୍ଦ ପ୍ରଭାବରେ ଆଜି ବଲାଙ୍ଗିର ସହର ଠପ୍‌ ହୋଇପଡ଼ିଛି । ବଲାଙ୍ଗିର ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ବଲାଙ୍ଗିର ସହରର ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସଂପୂର୍ଣ୍ଣ ଭାବେ ବନ୍ଦ
Read More...

ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ଏମ୍‌ଡ଼ିଏମ୍‌ ଚାଉଳ ଚୋର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ଏମ୍‌ଡ଼ିଏମ୍‌ ଚାଉଳ ଚୋର । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରିନ୍‌ବଚନ ଗ୍ରାମର ସ୍କୁଲରୁ ଏମ୍‌ଡ଼ିଏମ୍‌ ଚାଉଳ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍‌ କରିଥିବା ଜଣାପଡ଼ିଛି
Read More...

ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ କୁସଙ୍ଗ ଡିଗ୍ରୀ କଲେଜରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ବିଜୟ କୁମାର କଲେତ, ଡ. ଲକ୍ଷ୍ମଣ ମେହେର ଅତିଥି ରୂପେ ଯୋଗଦାନ ଦେଇ ପରିବେଶ ସୁରକ୍ଷା ପାଇଁ
Read More...

ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ
Read More...

ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର । ଆମ୍ବେଦକର ବାଦକୁ ଆପଣେଇ ସାମାଜିକ ସଚେନତା ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରେ ସାମିଲ ହୋଇ ସକ୍ରିୟ ଭୂମିକା ଗ୍ରହଣ
Read More...