ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଜଗବନ୍ଧୁ ଖମାରୀ ଶର୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ବଲାଙ୍ଗିର, (କେପିଏନ୍ଏସ୍) : ସୁଦାମ ଚରଣ ଖମାରି ଶର୍ମାଙ୍କୁ ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେ ସୁଦାମ ଚରଣ ଡିଗ୍ରୀ କଲେଜର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କୃଷି ଅଧିକାରୀ ଓଡ଼ିଶା ସରକାର!-->…
Read More...
Read More...