Browsing Tag

balangir news

ଯୁବକବି ସୁଜିତ କୁମାର ଶତପଥିଙ୍କୁ “ନୁରା” ପାଇଁ ଡ଼ଃ. ନୀଳମାଧବ ପାଣିଗ୍ରାହୀ ସମ୍ମାନ

ବଲାଙ୍ଗିର , (କେପିଏନ୍‌ଏସ୍‌) : ଗତ ସେପ୍ଟେମ୍ବର ତା. ୦୧/୦୯/୨୦୨୪ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରରେ ଅନୁଷ୍ଠିତ ୧୬୩ ତମ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ କୋଶଲୀ କବିତା ସଂକଳନ "ନୁରା" ପାଇଁ ଯୁବକବି ସୁଜିତ କୁମାର ଶତପଥିଙ୍କୁ ମର୍ଯ୍ୟାଦାଜନକ ଡ଼ଃ. ନୀଳମାଧବ ପାଣିଗ୍ରାହୀ
Read More...

ସ୍ନାତକ ପ୍ରଥମ ବର୍ଷ ସ୍ୱାଗତ ସମାରୋହ ଆବାହନ ୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ସକାଳ ୧୦ଟାରେ ହିନ୍ଦୀ ବିଭାଗ ତରଫରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରୀମାନଙ୍କର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ସଭାପତତ୍ୱ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର
Read More...

ବିଶିଷ୍ଟ ରଙ୍ଗମଞ୍ଚ କଳାକାର ତଥା ଗାନ୍ଧି ପାଠାଗାରର ବରିଷ୍ଠ ସଭ୍ୟ ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧି ପାଠାଗାରର ବରିଷ୍ଠ ସଭ୍ୟ ତଥା ରଙ୍ଗମଞ୍ଚ କଳାକାର ଓ ନିର୍ଦ୍ଦେଶକ, ଟିକ୍ରାପଡା ରାମଲୀଳା କମିଟି ତଥା ରାମଜୀ ମନ୍ଦିର କମିଟି ସଭ୍ୟ, ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀପାଠାଗାର, ଟିକ୍ରାପଡା ବଲାଙ୍ଗିର ଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ସଂପାଦକ ବସନ୍ତ କୁମାର ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଅତିଥି ଗଣଙ୍କ
Read More...

ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଜବଲପୁର ଠାରେ ସମ୍ମାନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧୀଷ୍ଠିର ମିଶ୍ର ଆଇନ୍‌ ମହାବିଦ୍ୟାଳୟ, ବଲାଙ୍ଗିରର କାର୍ଯ୍ୟରତ ଅଧ୍ୟକ୍ଷ ସଞ୍ଜିବ କୁମାର ପଧାନ । ସେ ଜଣେ ବିଶିଷ୍ଟ ସୁନାମଧନ୍ୟ ଆଇନବିତ୍‌, ଦୀର୍ଘ ବର୍ଷରୁ ଉକ୍ତ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟ ସମ୍ପାଦନା କରିଆସୁଅଛନ୍ତି । ସେ ଜଣେ ଭଦ୍ର ଓ
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରକୁ ୧୦ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଟକର ନେତାଜୀ ଇନ୍‌ଡୋର ଷ୍ଟଡିୟମ୍‌ ଠାରେ ଓଡିଶା ଟାଇକଣ୍ଡୋ ଏସୋସିଏସନ୍‌ ତରଫରୁ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ
Read More...

ବଲାଙ୍ଗିର ଗାନ୍ଧୀ ପାଠାଗାର ଟିକ୍ରାପଡାରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ବଲାଙ୍ଗିର ଗାନ୍ଧୀ ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡାର ୫୭ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ପାଇଁ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସମ୍ପାଦକ ପ୍ରଦୀପ ସାହୁ ଗତ
Read More...

ବାବା ବିଶାଶହେ କୁଲୁତା ସମାଜର ଜିଲ୍ଲାସ୍ତରୀୟ କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରଣେଶ୍ୱର ରାମଚଣ୍ଡି ପୀଠ ହର୍ଡାଟାଲ କେନ୍ଦ୍ର ଠାରେ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା ପରେ ବାବା ବିଶାଶହେ କୁଲୁତା ସମାଜର ନୂତନ କମିଟି ଗଠିତ ହୋଇଯାଇଛି । ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲାର ୩୦ଟି ଆଂଚଳିକ କେନ୍ଦ୍ରର ସଭାପତି ସମ୍ପାଦକ ଓ
Read More...

ଲୋକ ଉନ୍ନତି ସଂଗଠନ ତରଫରୁ ବାଲ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମପଂଚାୟତର ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ଏକ ବାଳ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଗଲା । ଏହି ବାଳଗ୍ରାମ ସଭାରେ ଚଙ୍ଗରିଆ ଗ୍ରାମ ପଂଚାୟତର ଛାତ୍ର ହିମାଂଶୁ ସରାଫ ସଭାପତିତ୍ୱ କରିଥିଲେ । ବାଳ ଗ୍ରାମ
Read More...

ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସଭ୍ୟ ସଭ୍ୟା ତଥା ଜନସାଧାରଣଙ୍କୁ ନେଇ ଡକ୍ଟର ପ୍ରକାଶ କୁମାର ଦାସ ଓ ଅନ୍ୟ ଜଣେ ସ୍ୱାସ୍ଥ୍ୟ ପରିକ୍ଷିକା ସଙ୍ଗୀତ ପଟେଲଙ୍କ ତତ୍ତ୍ଵାବଧାନରେ
Read More...