ପଶ୍ଚିମ ଓଡିଶା ପୁରାଣ ପଣ୍ଡା ମହାସଂଘର ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ପୁରାଣ ପଣ୍ଡା (ଗାୟକ) ମହାସଂଘର ଏକ ବୈଠକ ନୃସିଂହମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ଗାୟକମାନେ ବୈଠକରେ ଯୋଗଦେଇଥିଲେ । ଏକ ମାନସ ଯଜ୍ଞ କରିବା ପାଇଁ ସ୍ଥିରିକୃତ ହୋଇଥିଲା ଓ ଏହାର!-->…
Read More...
Read More...