Browsing Tag

balangir news

ଭାରତୀୟ କିଶାନ ସଂଘ ବଲାଙ୍ଗିର ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଶାନ ସଂଘର ଜିଲ୍ଲାସ୍ତରୀୟ ବୈଠକ ଡଃ. ଶଶୀ ଭୂଷଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ତହିଁରେ ଭାରତୀୟ କିଶାନ ସଂଘ ଓଡିଶାର କାର୍ଯ୍ୟକାରୀଣି ସଦସ୍ୟ ରାଧାକୃଷ୍ଣ ମେହେର ମାର୍ଗଦର୍ଶକ ଭାବରେ
Read More...

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ୱେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ
Read More...

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ଅନ୍ୟାନ୍ୟ ଦାବି ନେଇ ଏସ୍.ୟୁ.ଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ୍ ୟୁନିଅନ୍ ଅଫ ଜର୍ଣ୍ଣାଲିଷ୍ଟ (ଏସ୍.ୟୁ.ଜେ) ବଲାଙ୍ଗିର ଶାଖା ପକ୍ଷରୁ ୭ ଦଫା ସମ୍ବଳିତ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, କାର୍ଯ୍ୟରତ ସାମ୍ବାଦିକ
Read More...

ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସହାୟିକା ସଂଘ ଦ୍ୱାରା ରେଲି ଓ ପ୍ରତିବାଦ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ପାଚିକା ସହାୟିକାଙ୍କ ପାରିଶ୍ରମିକ ଓ ସର୍ବନିମ୍ନ ମଜୁରୀ ଦାବି ନେଇ ଜିଲ୍ଲା ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ୧୪ଟି ବ୍ଲକର ପାଚିକା ସହାୟିକାଙ୍କୁ ନେଇ କୋଶଳ କଳାମଣ୍ଡଳ ପଡିଆରୁ ଏକ ବିରାଟ
Read More...

ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ସାକ୍ଷାତ କରି ଅଂଚଳର ଅନେକ ଗୁଡେ ସାଂପ୍ରତିକ ସମସ୍ୟା ଉପରେ ଆଲୋଚନା କରିବା ସହ ସେହି ସଂକ୍ରାନ୍ତିୟ ସମାଧାନ ପାଇଁ ଆଲୋଚନା
Read More...

ସେପ୍ଟେମ୍ବର ୧୪ରେ ଜିଲ୍ଲାରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିସର ତାଲିକା ଭୁକ୍ତ ଆଇନଜୀବୀ ମାନଙ୍କ ୨ ଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ଼ଃ. ପବିତ୍ର ମୋହନ ସାମଲ ତତ୍ୱାବଧାନରେ ପ୍ରାଧିକରଣ ସଭାଗୃହ ଠାରେ ପ୍ରାଧିକରଣର ତାଲିକା ଭୁକ୍ତ ଆଇନିଜୀବୀ ମାନଙ୍କ ପାଇଁ ଏକ ୨
Read More...

ଠିକାଦାରପଡା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗା ମଣ୍ଡପ ପରିସରରେ ଚଳିତ ବର୍ଷ ୪୯ତମ ସାର୍ବାଜନୀନ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ମହାସମାରୋହରେ ପାଳନ କରାଯିବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବରିଷ୍ଠ
Read More...

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହକି କିମ୍ବଦନ୍ତୀ ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ଵାରା ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଖେଳାଳୀ ବରିଷ୍ଠ ନାଗରିକ, ଏବଂ ମଧୁସୂଦନ କ୍ରୀଡ଼ା ଏବଂ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର : “ମାଆ ନାମରେ ଗଛଟିଏ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥାର
Read More...