Browsing Tag

balangir news

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଦେଓଗାଁ ଚିନିକଳ ସଂଘର୍ଷ ସମିତିର ଡାକରାରେ ବିଭିନ୍ନ ଚାଷୀ ସଂଗଠନ, ବୁଦ୍ଧିଜୀବୀ ତଥା ଶ୍ରମିକ ସଂଗଠନମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ ହୋଇ ଏକ ବିକ୍ଷୋଭ ସଭାରେରେ ସାମିଲ ହୋଇଥିଲେ…
Read More...

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ “ବର୍ଣ୍ଣବୋଧ ବଣ୍ଟନ ଓ ବର୍ଣ୍ଣବୋଧ ଉତ୍ସବ” ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିରେ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ…
Read More...

ପବିତ୍ର ଶ୍ରୀରାମ ନବମୀ ଅବସରରେ ‘ବିଶାଳ ବାଇକ ରାଲି’ରେ ସାମିଲ ହେଲେ ମନ୍ତ୍ରୀ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ହୋଇଥିବା ଏକ ବିଶାଳ ବାଇକ ରାଲି'ରେ ସାମିଲ ହେବା ସହ ସରଗାଡରୁ ବାହାରି ତଲିଉଡ଼ାର ପର୍ଯ୍ୟନ୍ତ ନଗର ପରିକ୍ରମା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ ।…
Read More...

ବାଇକ ରାଲିରେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଲାଙ୍ଗିର : ବଲାଙ୍ଗିର ଲୋଇସିଂହା ବ୍ଲକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାଇକ ରାଲି । ଆଜି ପବିତ୍ର ରାମନବମୀ ସବୁଠି ଶ୍ରୀ ରାମଙ୍କ ଭବ୍ୟ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଏହି ଉପଲକ୍ଷେ ଲୋଇସିଂହା ସରଗାଡ଼ ସହ ବିଭିନ୍ନ ଗ୍ରାମରେ ମଧ୍ୟ ରାମନବମୀ ପୂଜାର୍ଚ୍ଚନା କରଯାଇଛି ।…
Read More...

ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଷଷ୍ଠ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ତରଫରୁ ଆୟୋଜିତ ଏହି…
Read More...

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନ

ଆୟୋଜିତ ହେଲା ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଜଣାଇବା ଲାଗି ଚଳିତ ବର୍ଷ ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ଆୟୋଜନ ଅଧୀନରେ ଆଜି ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ ବିଭାଗ,…
Read More...

ଅଖିଳ ଭାରତ କୃଷକ ସଭାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋୟଲ ଧର୍ମଶଳା ଠାରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକକ ଜିଲ୍ଲା ସଭାପତି କୁମାରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସାଥୀ କ୍ଷିରୋଦ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଶରେ ବିଜେପି ସରକାରଙ୍କ…
Read More...

ଆଜି ଠାରୁ ଆରମ୍ଭ ହେବ ବନଦୁର୍ଗା ମହୋତ୍ସବ

ସଂସ୍କୃତି ଓ ବିସ୍ଥାପିତଙ୍କ ସୁରକ୍ଷାର ହେବ ମାଧ୍ୟମ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଡି ଅଂଚଳ ବିସ୍ଥାପିତଙ୍କ ମଧ୍ୟରେ ଏକତା, ଅଂଚଳର ସଂସ୍କୃତିର ସୁରକ୍ଷା ଏବଂ ଭୋଗୁଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଲୋକେ ଏକତ୍ରିତ ହୋଇ ଏକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଏ ଅଂଚଳର…
Read More...

ସେମେଲମୁଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ସେମେଲମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହରଭଙ୍ଗା ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ…
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ର ଆୟୋଜନ

କୋଶଳ କଳା ମଣ୍ଡଳ ପଡିଆରୁ ଦୌଡିଲେ ଶହଶହ ଲୋକ, ଛାତ୍ରଛାତ୍ରୀ ଓ ଅଧିକାରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ୟ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ…
Read More...