Browsing Tag

balangir news

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

୧୫୬୬ ଜଣଙ୍କୁ ମିଳିଲା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘର ସଦସ୍ୟ ବୃନ୍ଦ ସହଭାଗୀ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ଓ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ସମ୍ମାନ
Read More...

ଦୟାନନ୍ଦ ପ୍ଲେ ସ୍କୁଲ ପକ୍ଷରୁ ଗୁରୁ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିର ସହରରର ପେଲସ୍‌ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ । ବିଦ୍ୟାର୍ଥୀର ଉଚିତ୍ ମାର୍ଗଦର୍ଶକ ହେଉଛନ୍ତି ଗୁରୁ ଓ ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର
Read More...

ରୋଟାରୀ ଏଲିଟ୍‌ର ଉଡାନ ତରଫରୁ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ୍‌ର ଉଡାନ ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁମାନଙ୍କୁ କୃତଜ୍ଞତା ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଛାତ୍ରୀମାନେ ଏହି ଆୟୋଜନ କରିଥିଲେ । ଏଥିରେ ଅତିଥି ବକ୍ତା ଭାବରେ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଡ.
Read More...

ଜିଲ୍ଲା ବ୍ରାହ୍ମଣ ସମାଜର ବାମନ ଜନ୍ମ ଓ ନୁଆଁଖାଇ ଭେଟ୍‌ଘାଟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତ୍ରିବାର ଓଁକାର ଉଚ୍ଚାରଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଗଲା । ଜିଲ୍ଲା ବ୍ରାହ୍ମଣ ମହାସଭାର ସଦସ୍ୟ ଥିବା ୨ ଜଣ ବିଶିଷ୍ଠ
Read More...

ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱର୍ଗତ ଦ୍ୱାରୁର ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଲେପାଲି ବାର୍ଦ୍ଧକ୍ୟ ଆବାସ ଠାରେ ଗତ ପବିତ୍ର ଜନ୍ମାଷ୍ଟମି ଦିନ ସ୍ୱର୍ଗରୋହଣ କରିଥିବା ଦ୍ୱାରୁର ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଥିଲେ ଯେ,
Read More...

ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ଓଡ଼ିଶା ଦ୍ୱାରା ଆୟୋଜିତ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ
Read More...

ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୬୯ତମ ଜନ୍ମଦିବସ ଉପଲକ୍ଷେ ବିଶ୍ୱାତ୍ମ ଚେତନା ପରିଷଦ ତରଫରୁ ‘ରକ୍ତଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେପ୍ଟେମ୍ବର ୫ ତାରିଖ ଦିନ ପୂଜ୍ୟପାଦ ଶ୍ରୀ ସ୍ଵାମୀଜୀ ମହାରାଜଙ୍କ ପବିତ୍ର ୬୯ତମ ଜନ୍ମ ଦିବସ ଉପଲକ୍ଷେ ବିଶ୍ଵାତ୍ମ ଚେତନା ପରିଷଦ ତରଫରୁ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ପରିସରରେ 'ରକ୍ତଦାନ ଶିବିର'ର ଆୟୋଜନ କରାଯାଇଥିଲା । ଏହି ଅବସରରେ
Read More...

ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହା ବୁଢାଡଙ୍ଗର କଲେଜ ପରିସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ
Read More...

ଗୁରୁଦିବସ ଅବସରରେ ଲେଖକ ଦେଖାର ନାୟକ ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଦିବସ ଅବସରରେ ଲେଖକ ଦେଖାର ନାୟକ ଅଧ୍ୟାପକ ଡଃ. ସଞ୍ଜୟ ମିଶ୍ରଙ୍କୁ ଶ୍ରେଷ୍ଠ ଗୁରୁ ସମ୍ମାନ ପ୍ରଦାନ କରାଯାଇଛି । ଏଇ ଅବସରରେ ବକ୍ତାମାନେ କହିଛନ୍ତି ଯେ, ଗୁରୁମାନେ ହେଉଛନ୍ତି ଜଣେ ଜଣେ ମଣିଷ ରୂପି ଦେବତା । ଏକ ଉତ୍ତମ ସମାଜ ଓ ରାଷ୍ଟ୍ର ଗଠନରେ
Read More...