ବାଲାଜୀ କଲେଜ ଅଫ୍ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବାଲାଜୀ କଲେଜ ଅଫ୍ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ ହୋଇଯାଇଛି । ବାଲାଜୀ କଲେଜ ଅଫ୍ ନର୍ସିଂର ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡା. ଶୁଖିଶ୍ୟାମ ତ୍ରିପାଠୀ ମୁଖ୍ୟ!-->…
Read More...
Read More...