Browsing Tag

balangir news

ମାହେଶ୍ୱରୀ ସଂଗଠନ ତରଫରୁ ଉପମୁଖ୍ୟନ୍ତ୍ରୀ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କାର୍ଯ୍ୟାଳୟ ପରିସରରେ ଏକ ବିରାଟ ସ୍ୱାଗତ ସମାରୋହ ଆୟୋଜିତ କରାଯାଇଛି । ଯେଉଁଥିରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି କୃଷକ ସଶକ୍ତିକରଣ, ଶକ୍ତି ଓଡିଶା ସରକାର ଏବଂ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ
Read More...

ଭୂତିଆରବାହାଲ ଠାରେ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆର ଆର୍ କଲୋନୀ ଅଙ୍ଗନୱାଡ଼ି କେନ୍ଦ୍ରର ବିଧାୟକ କଳିକେଶ ନାରାୟଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ ଓ ଭିତ୍ତି ପ୍ରସ୍ତର ହୋଇଯାଇଛି । ଝଙ୍କାରପାଲି ଆର ଆର୍‌ କଲୋନୀ ଠାରେ ୧୦ ଲକ୍ଷ ବ୍ୟୟରେ ଅଙ୍ଗନୱାଡ଼ି ଓ ଗେଡାବାଞ୍ଜି ଆର ଆର କଲୋନୀ ଠାରେ ୧୦
Read More...

ଖଦ୍ୟୋତ ଅନୁଷ୍ଠାନର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ଖଦ୍ୟୋତ ଅନୁଷ୍ଠାନର ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କବି ଡଃ. ପ୍ରହଲ୍ଲାଦ ଶତପଥି ମୁଖ୍ୟ ଅତିଥି, ମଣ୍ଟେଶ୍ୱରୀ ସ୍କୁଲର
Read More...

ବଲାଙ୍ଗିର ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଉଟସୋର୍ସିଂ କର୍ମଚାରୀଙ୍କ ମୌଳିକ ସମସ୍ୟା ଦୂର କରିବାରେ ସରକାର ଦୃଷ୍ଟି ଦେଉନଥିବାରୁ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
Read More...

ଅଘରିଆ ସମାଜ ନୂଆଁଖାଇ ଭେଟ ଦେଲା ଏକତାର ପରିଚୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ ଆନୁକୂଲ୍ୟରେ ପଞ୍ଚମ ବର୍ଷ ନୂଆଁଖାଇ ଭେଟ ୨୦୨୪ ମହାଡମ୍ବର ଭାବେ ପାଳନ ହୋଇଯାଇଛି । ଅନ୍ୟୁନ ୧୫ ହଜାରରୁ ଅଧିକ ସମାଜ ଭାଇଙ୍କ ଉପସ୍ଥିତିରେ ସଭାପତି ଶୁଭ୍ରାଂଶୁ
Read More...

ବଲାଙ୍ଗିର ଜିଲ୍ଲା ପୌରପାଳିକା ସ୍ୱାସ୍ଥ୍ୟ-କର୍ମୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ୨୦୨୪ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା
Read More...

ରୋଗୀଣା ଓଟକୁ ଛାଡ଼ି ଦେଇ ଫେରାର୍‌ ହୋଇଗଲା ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷ ବର୍ଷ ଧରି ଓଟକୁ ଲୋକଙ୍କୁ ଦେଖାଇ ଅର୍ଥ ଉପାର୍ଜନ କଲା, ପେଟ ପୋଷିଲା । ଯେତେବେଳେ ଓଟ ରୋଗୀଣା ହୋଇଗଲା, ସେତେବେଳେ ମୁମୁର୍ଷୁ ଓଟକୁ ରାସ୍ତା କଡ଼ରେ ଛାଡ଼ି ମାଲିକ ଫେରାର୍‌ ହୋଇଗଲା । ଶେଷରେ ଚିକିତ୍ସା ନପାଇ ଓଟ ଜୀବନ ହାରିଲା । ଏଭଳି ଏକ ଘଟଣା
Read More...

ପ୍ରଜା ଆନ୍ଦୋଳନର ୮୬ ବର୍ଷ ପୂର୍ତ୍ତି ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ହାଇସ୍କୁଲ ପଡିଆରେ ପ୍ରଜା ଆନ୍ଦୋଳନର ୮୬ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରଜା ଆନ୍ଦୋଳନର ସୁତ୍ରଧର ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ୧୯୩୮ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ
Read More...

ବିକାଶ ହସ୍ପିଟାଲ ପକ୍ଷରେ ବଲାଙ୍ଗିର ଠାରେ ବିଶ୍ଵ ହୃଦୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ହୃଦୟ ଦିବସ ଅବସରରେ ବିକାଶ ହସ୍ପିଟାଲ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୭ ଟା ସମୟରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ.ବିଜୟାନନ୍ଦ
Read More...

କୁଶଙ୍ଗାଇ ଶକ୍ତି ପୀଠରେ ଷୋହଳ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ରହିଛି ମାଁ କୁଶଙ୍ଗାଇଙ୍କ ପ୍ରାଚୀନ ପୀଠ । ହଜାରେ ବର୍ଷ ପୁରୁଣା ଏହି ଦେବୀ ପୀଠରେ ରୀତିନିତି ଅନୁସାରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ (ପୁଅଜିଉଁତିଆ) ତିଥି ଠାରୁ ମାଁଙ୍କର ଖଣ୍ଡା ବସା ଯାଇ ଷୋହଳ ପୂଜା
Read More...