Browsing Tag

balangir news

୨୩ତମ ବଲାଙ୍ଗିର ଲୋକଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୩ତମ ବଲାଙ୍ଗିର ଲୋକଉତ୍ସବର ମୁଖ୍ୟ ସମାରୋହ କୋଶଳ କଳା ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି । ସକାଳେ ମଞ୍ଚ ପୂଜା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସହର ପରିକ୍ରମା କରି ମା' ସମଲେଇ, ମା'
Read More...

ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ପିଏମ୍‌ଶ୍ରୀ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଠାରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠିଙ୍କ ସଭାପତିତ୍ୱରେ ପିଏମ୍‌ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉଦ୍‌ଘାଟନି ସଭାରେ ବଲାଙ୍ଗିର ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ
Read More...

ସୁରୁଲାଲ ମଟାରିଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋମବାର ପୂର୍ବାହ୍ନରେ ଜଣାଶୁଣା ଶ୍ରମିକ ନେତା ସୁରୁଲାଲ ମଟାରୀଙ୍କ ପିତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ସ୍ୱର୍ଗତ ନରୋତ୍ତମ ମଟାରୀଙ୍କୁ ୯୨ ବର୍ଷ ହେଉଥିଲା । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ସୋମବାର ଦିନ ୧୧ ଟା
Read More...

ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ୨୦୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ବାର୍ଷିକ ସାଧାରଣ ସଭା ସଫଳତା ସହିତ ଆୟୋଜିତ ହୋଇଯାଇଛି । ଏହି ସଭାରେ ସାରା ଜିଲ୍ଲାରୁ ପ୍ରାୟ ୫୦୦ ଯୁବ ସଦସ୍ୟ ଭାଗ ନେଇ ଗତ ବର୍ଷର ସାମାଜିକ କାର୍ଯ୍ୟକଳାପ ଏବଂ ସଂଗଠନର ବାର୍ଷିକ ସାମାଜିକ ପ୍ରଭାବ
Read More...

ଚୈତ୍ର ପୂର୍ଣ୍ଣିମାରେ ବନଦୁର୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି

ଆଭାସୀ ଜାରିଆରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ, ବଲାଙ୍ଗିର ସହରଠୁ ୨୨ କିମି ଦୂରରେ ଅବସ୍ଥିତ ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ଅବସ୍ଥିତ ମା' ବନଦୁର୍ଗା ମନ୍ଦିର । ଚଳିତ ବର୍ଷ ଆସନ୍ତା ଚୈତ୍ର ପୂର୍ଣ୍ଣିମା
Read More...

ଆରମ୍ଭ ହେଲା ୨୩ ତମ ବଲାଙ୍ଗିର ଲୋକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୩ ତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳର ମୁଖ୍ୟ ମଂଚରେ ମଂଚ ପୂଜା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଗୌରବମୟ ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆଜି ଠାରୁ ଆସନ୍ତା ୨୩ ତାରିଖ
Read More...

ବଲାଙ୍ଗିରରେ ସମାଜ ସେବାର ମହାନ ଉଦାହରଣ : ସହଯୋଗ ଫାଉଣ୍ଡେସନ୍ ଓ ସିଏନ୍‌ସି କଲେଜର ସଂଯୁକ୍ତ ପ୍ରୟାସରେ ୭୦୦ରୁ ଅଧିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମାନବିକତା ଓ ସମାଜ ସେବାର ଏକ ଅତ୍ୟନ୍ତ ପ୍ରଶଂସନୀୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ସହଯୋଗ ଫାଉଣ୍ଡେସନ୍ ଏବଂ ସିଏନ୍‌ସି କଲେଜ ଅଫ୍ କମର୍ସ ଏଣ୍ଡ ସାଇନ୍ସର ସଂଯୁକ୍ତ ସହଯୋଗରେ ବଲାଙ୍ଗିର ସରକାରୀ ହସ୍ପିଟାଲ ପରିସରରେ ସନ୍ଧ୍ୟା ସମୟରେ
Read More...

କୁଣ୍ଡାମାଲ ଠାରେ ଓବିସି ମଞ୍ଚର ‘ଗାଁକୁ ଚାଲ’ ଅଭିଯାନ : ହକ୍‌ ଓ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇନ୍ତଲା ବ୍ଲକ୍ ଅନ୍ତର୍ଗତ କୁଣ୍ଡାମାଲ ସାପ୍ତାହିକ ବଜାର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟରେ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆୟୋଜିତ ହୋଇଯାଇଛି । ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ
Read More...

ଅଘରିଆ ସମାଜର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଭଇଁସା ମଣ୍ଡଳର ମଣ୍ଡଳ ବୈଠକ ଓ ମଣ୍ଡଳ ଅଧିନସ୍ଥ ବାରପୁଡୁଗିଆ ଗୁଡ଼ିର ଗୁଡ଼ି ବୈଠକ ଚୁଡାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଚିନ୍ତାମଣି ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସଭାପତି ଭଇଁସା
Read More...

ବଲାଙ୍ଗିର ମହିଳା କାବ୍ୟ ମଞ୍ଚର ବନ୍ଧୁମିଳନ ଓ କବିତା ଆସର ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପଥରଚେପା ସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପଞ୍ଚବଟୀ ଉଦ୍ୟାନରେ ବଲାଙ୍ଗିର ମହିଳା କାବ୍ୟ ମଞ୍ଚର ଏକ ବନ୍ଧୁମିଳନ ସହ କବିତା ଆସର ବହୁ ଆଡମ୍ବର ଓ ଉତ୍ସାହର ସହିତ ସଫଳତାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ, ସଂସ୍କୃତି ଓ ନାରୀ
Read More...