Browsing Tag

balangir news

ଆସନ୍ତା ୨୨ ରୁ ଭୂମିକାର ନାଟ୍ୟ କର୍ମଶାଳା

​ବଲାଙ୍ଗିର, (ଦେବାଶିଷ ମିଶ୍ର) : ​ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଆସନ୍ତା ୨୨ ତାରିଖରୁ ଏକ ନାଟ୍ୟ କର୍ମଶାଳାର ଆୟୋଜନ କରାଯିବ । କର୍ମଶାଳା ୨୨ ତାରିଖରୁ ଆରମ୍ଭ ହୋଇ ଜୁନ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା
Read More...

ଶିକ୍ଷା ସହିତ ପ୍ରତିଭା ବିକାଶ ଭବିଷ୍ୟତରେ ସଂସ୍କାର ଆଣେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ସମୟରୁ ଶିକ୍ଷାଦାନ ସହ ନାଚ, ଗୀତ, ଖେଳ ଆଦି ଭିନ୍ନ ପ୍ରତିଭା ଭବିଷ୍ୟତରେ ସେମାନଙ୍କୁ ସଂସ୍କାରିତ କରି ଗଢି ତୋଳିଥାଏ ସଂଗୀତ ମହାବିଦ୍ୟାଳୟ "ପଞ୍ଚମ" ୩୦ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏକଥା ଉଲ୍ଲେଖ କରିଛନ୍ତି ବଲାଙ୍ଗିର ପୌର
Read More...

ଓସିଏ ଦ୍ୱାରା ଆୟୋଜିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ଭୁବନେଶ୍ୱରକୁ ହରାଇ ବଲାଙ୍ଗିର ଦଳ ଚାମ୍ପିୟନ୍‌ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କ୍ରିକେଟ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ କଟକ ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃଜିଲ୍ଲା ମହିଳା
Read More...

ଓସିଏ ଦ୍ୱାରା ଆୟୋଜିତ ଅନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ଭୁବନେଶ୍ୱରକୁ ହରାଇ ବଲାଙ୍ଗିର ଦଳ ଚାମ୍ପିୟନ୍‌ଗାନ୍ଧୀଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ରିକେଟ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ କଟକ ଓ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ଅନ୍ତଃଜିଲ୍ଲା ମହିଳା ଟି-୨୦
Read More...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ ବିପଣନ ବର୍ଷ ୨୦୨୫-୨୬ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ, ଜିଲ୍ଲାପରିଷଦ ବୈଠକ ଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ
Read More...

ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ

ଚନ୍ଦନଭାଟିର ବିକାଶ ପାଇଁ କାମ ଜାରି ରହିବ- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟି ଗ୍ରାମର ଶିକ୍ଷା, ସଂସ୍କୃତି ଓ ଉନ୍ନତ କୃଷିକ୍ଷେତ୍ର ବଲାଙ୍ଗିରର ବିକାଶ ଦିଗରେ ଅନେକ ପ୍ରଭାବ ପକାଇଥାଏ । ୨୦୧୪ ରୁ ୨୦୨୪ ମଧ୍ୟରେ
Read More...

ମାରୱାଡ଼ି ସମ୍ମିଳନୀର ଅଭିନବ ପଦକ୍ଷେପ : ବଲାଙ୍ଗିରରେ ମାନବିକ ପ୍ରୟାସ, ଗ୍ରୀଷ୍ମରେ ଶୀତଳ ପାନୀୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ, ବଲାଙ୍ଗିର ଶାଖା ପକ୍ଷରୁ ସମାଜସେବାକୁ ଆଗକୁ ବଢ଼ାଇବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ପ୍ରତିଷ୍ଠିତ ବ୍ୟବସାୟୀ ପୂରଣ ମଲ ଅଗ୍ରୱାଲଙ୍କ ସହଯୋଗରେ ଶାନ୍ତି ଏଣ୍ଟରପ୍ରାଇଜେସ୍‌ ପ୍ରାଙ୍ଗଣ
Read More...

ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌ । ଏନ୍‌ତା ଗୁଟେ ଦୁରୁଶ ଆଏଜ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସହରେ । ବଲାଙ୍ଗିର ସହରର ଭିନେ ଭିନେ ୱାର୍ଡ କେ ଠିକ୍‌ ଭାବେ ପାଏନ୍‌ ସପ୍ଲାଏ ନେଇଁ ହଉଥିବାର୍‌ ହେତୁ ଆଏଜ୍‌ ବଲାଙ୍ଗିର ପୌର
Read More...

ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିରର ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ
Read More...

ବଲାଙ୍ଗିର ରେଳ ଫାଟକରେ ପଡ଼ିଛି କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଫାଟକରେ ପଡ଼ିଛି କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ । ଆଜି ସକାଳେ କାର୍‌ରେ ଆସି ଟ୍ରେନ ଟ୍ରାକ୍‌କୁ ଦୌଡ଼ି ଯାଇଥିଲେ । ସାମ୍ନା ପଟରୁ ଆସୁଥିବା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଲୋକେ କହିଛନ୍ତି ।
Read More...