Browsing Tag

balangir news

ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଗ୍ରାମ୍ୟ ସ୍ତରରେ ଦିନକୁ ଦିନ ଲୋପ ପାଇଯାଉଥିବା ପାଲା ନୃତ୍ୟକୁ ଆଧୁନିକ ଯୁଗରେ ଲୋକାଭିମୁଖ…
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍‌ ଆଉଟ ଫୁଟବଲ ଖେଳ ଉଦ୍‌ଘାଟିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ କାଲସାଏପାଲି ୨-୦ ଗୋଲରେ ଡିଏଫ୍‌ଏ ବଲାଙ୍ଗିରକୁ ହରାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ…
Read More...

ରଥଯାତ୍ରା ମହୋତ୍ସବ ଉପଲକ୍ଷେ ମାନବ ସେବାର ଅଦ୍ଭୁତ ସମ୍ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ ଓ ଉତ୍କଳ ପ୍ରାଦେଶିକ ମାରୱାଡି ମହିଳା ସମ୍ମିଳନୀ, ବଲାଙ୍ଗିର ଶାଖା ତରଫରୁ ବିଶାଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତଙ୍କୁ ବୁନ୍ଦି ପ୍ରସାଦ, ଶୀତଳ ପାଣି ଓ ନୂଆ ପୋଷାକ ବଣ୍ଟନ କରାଯାଇଥିଲା । ବଲାଙ୍ଗିର,…
Read More...

ବରପାଲିପଡ଼ା ଭଗବତ ମନ୍ଦିରଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍ ୨୦୨୫ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବରପାଳିପଡ଼ା (ଭଗବତ ମନ୍ଦିର) ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ…
Read More...

ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସ୍କାଉଟ ଗାଇଡ ତରଫରୁ ଜିଲ୍ଲାର ଦୈନିକ ବଜାର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଜିଲ୍ଲା ସ୍କାଉଟ ଓ ଗାଇଡ ସମ୍ପାଦକ…
Read More...

ରଥଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରାର ପରଂପରା ବହୁ ପ୍ରାଚୀନ । ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଏହି ଘୋଷଯାତ୍ରାର ଧାରାବିବରଣୀ ସୂଚନା କେନ୍ଦ୍ରଠାରେ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ…
Read More...

ବଲାଙ୍ଗିର ବନଖଣ୍ଡ ବିଭାଗ କେନ୍ଦୁପତ୍ର ତରଫରୁ କେନ୍ଦୁପତ୍ର ତୋଳାଳୀମାନଙ୍କୁ ରଥଯାତ୍ରା ପୂର୍ବରୁ ପାରିଶ୍ରମିକ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖର୍ଲିକାନୀ ଗ୍ରାମରେ ବଲାଙ୍ଗିର ବନଖଣ୍ଡ ବିଭାଗ କେନ୍ଦୁପତ୍ର ତରଫରୁ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସେମାନଙ୍କର ପାରିଶ୍ରମିକ ପ୍ରଦାନ କରାଯାଇଛି । କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଦେବିଦାସ…
Read More...

ଯୁବ କୁଲୁତା ସମାଜକୁ ଜିଲ୍ଲା ପ୍ରଶାସନର ପ୍ରଶଂସା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷାସଦନ ଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ଖବରଟି ଜାଣିବା ପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ…
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୮ରୁ : ଭାଗ ନେବେ ୬୪ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଜିଲ୍ଲା କ୍ରୀଡା ସଂସଦର ଫୁଲବଲ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ବୈ÷ଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଫୁଟବଲ…
Read More...

ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଆଇନ ସେବା ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫାମିଲି…
Read More...