Browsing Tag

balangir news

ଓସାଫି ତରଫରୁ କ୍ରେତା ଓ ବିକ୍ରେତା କର୍ମଶାଳା ଏବଂ ପ୍ରଦର୍ଶନୀର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ଠାରେ କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡ଼ିବି) ସହାୟତାରେ ଆର୍ଥିକ ଅନ୍ତର୍ଭୁକ୍ତ ଅନୁଷ୍ଠାନ ରାଜ୍ୟ ସଂଗଠନ "ଓସାଫି" ତରଫରୁ ଏକ ଦିନିକିଆ କ୍ରେତା ଓ ବିକ୍ରେତା କର୍ମଶାଳା ଏବଂ ପ୍ରଦର୍ଶନୀ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମର୍ଯ୍ୟାଦା ସହ ଶବ ସତ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଶବକୁ ସମ୍ମାନ ସହ ସତ୍କାର କରାଯାଇଛି । ସୁଚନା ଅନୁଯାୟୀ ଝାଡ଼ଖଣ୍ଡ ରାଜ୍ୟ ଇଷ୍ଟସିମ୍ଭୋମ ଜିଲ୍ଲା ଶିକରାଗୁଡା ଗାଁର ଖୁଦେରାମ ସର୍ଦାର(୪୦) ୪ ମାସ ଆଗରୁ ନିଜ ଭାଇ ସହ ବେଙ୍ଗଲୋରକୁ କାମ
Read More...

ଜିଲ୍ଲାସ୍ତରୀୟ କରାଟେ ଚାମ୍ପିଅନ ପ୍ରତିଯୋଗିତାରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ କଲେଜ ଛକ ଠାରେ ଏକ ଜିଲ୍ଲାସ୍ତରୀୟ କରାଟେ ଚାମ୍ପିଅନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ଏହି ପ୍ରତିଯୋଗିତାରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ
Read More...

ବାଲ୍ମିକୀ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଧାକୃଷ୍ଣ ମନ୍ଦିର ବ୍ରାହ୍ମଣପଡା ବଲାଙ୍ଗିର, ଭାଗବତ ଟୁଙ୍ଗୀରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ଆନୁକୁଲ୍ୟରେ ଆଦି କବି ବାଲ୍ମିକୀ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ସଭାପତି ଓ ସଚିବ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
Read More...

ସରକାରୀ ମହାବିଦ୍ୟାଳୟ ଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ସୁରେନ୍ଦ୍ର ଘିଭେଲାଙ୍କୁ ନେଇ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଛି । ଦୀର୍ଘ ୩୮ ବର୍ଷ ଧରି ସେ ରାତ୍ର ଜଗୁଆଳି ଭାବେ ନିଜର କର୍ମମୟ ଜୀବନ ଏହି ମହାବିଦ୍ୟାଳୟରେ ଦେଇ ଥିବାରୁ ସମସ୍ତ
Read More...

ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି
Read More...

ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫେନ୍ସିଂ, ଉଷୁ, ଥାଙ୍ଗ ଟା ଓ ଟେବୁଲ୍ ଟେନିସ୍‌ ପ୍ରତିଯୋଗିତା ୨୦୨୪ -୨୫ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହାକୁମା ସ୍ଥିତ ସ୍ଥାନୀୟ ଐତ୍ୟିହ ସମ୍ପର୍ନ୍ନ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରରେ ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫେନ୍ସିଂ, ଉଷୁ, ଥାଙ୍ଗ ଟା ଓ ଟେବୁଲ୍ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବ ଜିଲ୍ଲା ଶିକ୍ଷା
Read More...

୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟିର ଚତୁର୍ଥ କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟିର ଚତୁର୍ଥ କାର୍ଯ୍ୟକାରୀ ବୈଠକ ପୁଇଁତଲା ଗୁଡ଼ି ଆନୁକୂଲ୍ୟରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୁଡି ସଭାପତି ମଧୁସୂଦନ ସାଏ ସ୍ୱାଗତ ଭାଷଣ ଦେବା ସହ ଉପସଭାପତି
Read More...

ଭାଲେରରେ ପଶ୍ଚିମ ଓଡିଶା ବୈଷ୍ଣବ ସମାଜର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅନ୍ତର୍ଗତ ଭାଲେର ଗ୍ରାମରେ ପଶ୍ଚିମ ଓଡିଶା ଢୈଷ୍ଣବ ସମାଜର ଏକ ସମ୍ମିଳନୀ ଭାଗିରଥି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି,
Read More...

ବଲାଙ୍ଗିରରେ ଚିତ୍ରଗୁପ୍ତ ପୂଜା ଓ କରଣ ସମାଜର ବାର୍ଷିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତରଫରୁ କରଣସମାଜର ଆରାଧ୍ୟ ଦେବତା ପ୍ରଭୁ ଚିତ୍ରଗୁପ୍ତଙ୍କ ପୂଜନୋତ୍ସବ ଅବସରରେ ସମିତିର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଥିବା ଚିତ୍ରଗୁପ୍ତ ମନ୍ଦିର ପାଖରେ ଏହି
Read More...