କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ
ବଲାଙ୍ଗିର, (କେପିଏନ୍ଏସ୍) : କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ଆୟୋଜିତ "ମାସିକ ରଚନା ସନ୍ଧ୍ୟା' କାର୍ୟ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି ।!-->…
Read More...
Read More...