Browsing Tag

balangir news

ପୁଇଁନ୍ତଲା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇଁନ୍ତଲା ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା…
Read More...

ବଲାଙ୍ଗିରର ହୋଟେଲ ଭମର୍ସ ସିଲ୍‌

ବଲାଙ୍ଗିର : ବଲାଙ୍ଗିର ପୌର ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଓ ମାଜିଷ୍ଟ୍ରେଟ ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଏହି ହୋଟେଲକୁ ସିଲ୍‌ କରାଯାଇଥିବା ଜଣାପଡିଛି । ପୌର ଆଇନ ଉଲ୍ଲଂଘନ କରିଥିବାରୁ…
Read More...

ବଲାଙ୍ଗିର ଟାଉନ୍‌ ହାଇସ୍କୁଲ୍‌ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ହାଇସ୍କୁଲ୍‌ର ୮୪ ମ୍ୟାଟ୍ରିକ୍‌ ବ୍ୟାଚ୍‌ ଛାତ୍ରମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ୨୧ ତାରିଖ ଦିନ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତତ୍‌କାଳୀନ ଶିକ୍ଷକ ବିଷ୍ଣୁପ୍ରସାଦ ସେଠ, କ୍ଷୀତିଶ…
Read More...

ବଲାଙ୍ଗିରରେ ସ୍ନିଗ୍ଧା ଗ୍ଲାମ ଷ୍ଟୁଡିଓ ସଲୋନ ଆଣ୍ଡ ଏକାଡେମୀର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାଧାରାଣୀ ପଡ଼ାରେ ଆରମ୍ଭ ହୋଇଛି ସ୍ନିଗ୍ଧା ଗ୍ଲାମ ଷ୍ଟୁଡିଓ ସଲୋନ ଆଣ୍ଡ ଏକାଡେମି । ଆଜି ଏହାର ଶୁଭାରମ୍ଭ ପୌରାଧ୍ୟକ୍ଷା ଲିକା ସାହୁ କରି ଏହାର ଉଦ୍ଘାଟନ କରିଥିଲେ । ଏହାକୁ ଇଣ୍ଟର ନେସନାଲ ମେକ୍ଅପ ଆଟିଷ୍ଟ ସ୍ନିଗ୍ଧା ପାଢ଼ୀ ପରିଚାଳନା…
Read More...

ଟାଉନ୍ ବାଳିକା ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି…
Read More...

ଡିସେମ୍ବର ୩୧ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ ଦେଷଣ୍ଢରେ ଚାନ୍ଦଲି ମହୋତ୍ସବ : ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢଠାରେ ପ୍ରସିଦ୍ଧ ଚାନ୍ଦଲି ପର୍ଯ୍ୟଟନସ୍ଥଳୀରେ ଆସନ୍ତା ଡିସେମ୍ବର ୩୧ ତାରିଖରୁ ୪ଦିନ ଧରି ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ୯ମ ଚାନ୍ଦଲି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଚାନ୍ଦଲି ପର୍ଯ୍ୟଟନସ୍ଥଳୀରେ…
Read More...

ଜାତୀୟ ଆଲୋଚନା ଚକ୍ରରେ ବିଜ୍ଞାନ ଶିକ୍ଷକଙ୍କ ଗବେଷଣା ପତ୍ର ଉପସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରେଙ୍ଗାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦିଲୀପ କୁମାର ଧଳ ଡିସେମ୍ବର ୧୭ରୁ ୧୯, ୨୦୨୫ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଆର୍‌ଟି)ଅନୁବନ୍ଧିତ ଆଞ୍ଚଳିକ ଶିକ୍ଷଣ ସଂସ୍ଥାନ (ଆର୍‌ଆଇଇ) ଆଜମେର ଦ୍ୱାରା ଆୟୋଜିତ ଜାତୀୟ ଆଲୋଚନା…
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ବାର ମହାସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜାଖମନ ଠାରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅରୁଣ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବ ସମ୍ମତିକ୍ରମେ ଅକ୍ଷୟ ରଣା (ବଲାଙ୍ଗିର) ପଶ୍ଚିମ ଓଡିଶା ସଭାପତି ଲାବଣ୍ୟ…
Read More...

ରୟାଲ ଏକାଡେମୀର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ଏକାଡେମୀର ଟ୍ରଷ୍ଟି ପରିଚାଳନା ଅଧ୍ୟକ୍ଷା ନିରୁପମା ପଣ୍ଡା ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ…
Read More...

୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍‌ ମୀନତି ମହାପାତ୍ରଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନଭାଗନେଲେ ୧୧୫୭ଜଣ ପ୍ରତିଯୋଗୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ…
Read More...