ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ
ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଗୋଡ଼ଭଗା ମାର୍କେଟ ୟାର୍ଡ ପରିସରରେ ସୋମବାର ନୂତନ ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ଶୁଭ ଉଦ୍ଘାଟନ ହୋଇଛି । ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାକ୍ସର ଶୁଭାରମ୍ଭ!-->…
Read More...
Read More...