ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା
ଆନନ୍ଦପୁର : ଆନନ୍ଦପୁର ଥାନା ଅକରୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ ମୋବାଇଲ ନ ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣକ ଯୁକ୍ତ ୩ରେ ପାଠ ପଢୁଥିଲେ । ଘରେ ମୋବାଇଲ ଦେଖିବାକୁ ବାରଣ କରିବାରୁ ଛାତ୍ର ଜଣକ ରାଗିଯାଇ ବେକରେ ରଶି ଲଗାଇ!-->…
Read More...
Read More...