ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ ଏବଂ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ କୁମାର ନନ୍ଦ ଓ ବଲାଙ୍ଗିର ଜୋନ ସଭାପତି ଚିରାଗ ସିଂଦେଓଙ୍କୁ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ସମ୍ବର୍ଦ୍ଧିତ କରାଯାଇଛି ।

ଆଜି ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ବିଜେଡି ନେତୃମଣ୍ତଳୀ ଗୁଞ୍ଜ ଓ ସୁମନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.