pakka

କନ୍ଧମାଳର ୱାଇଲଡ୍‌ ଲାଇଫ୍‌ ୱାର୍ଡେନ ହେଲେ କୌଶିକ ସାହୁ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ୱାଇଲଡ଼ ଲାଇଫ ୱାର୍ଡେନ ଭାବେ ବାଲିଗୁଡାର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ମନୋନିତ ହୋଇଛନ୍ତି । ରାଜ୍ୟ ମୂଖ୍ୟ ୱାଇଲଡ଼ ଲାଇଫ ଅଧିକାରୀଙ୍କ ଚିଠି ନଂ.୬୦୭୮/୨୧ ପ୍ରକାରେ ୱାଇଲଡ଼ ଲାଇଫ ୱାଡେନ ଭାବେ କୌଶିକ ସାହୁ ମନୋନୀତ ହୋଇଥିବା ବିଷୟ ବାଲିଗୁଡା ବନଖଣ୍ଡ ତରଫରୁ ଜଣାପଡିଛି । ଶ୍ରୀ ସାହୁ ଏଥି ପୂର୍ବରୁ ୱାଇଲଡ଼ ଲାଇଫ ୱାଡେନ ରୂପେ ଚାରିଥର ମନୋନୀତ ହୋଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । କନ୍ଧମାଳ ଜିଲ୍ଲାର ଜଣାଶୁଣା ପରିବେଶବିତ, ବନ୍ୟଜନ୍ତୁ ସଂରକ୍ଷକ ଭାବେ ମଧ୍ୟ ଶ୍ରୀ ସାହୁ କାର୍ଯ୍ୟ କରି ଆସୁଛନ୍ତି । ଶ୍ରୀ ସାହୁଙ୍କ ଏହି ନୂତନ ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

jay balangir
Leave A Reply

Your email address will not be published.

three × 4 =

error: Content is protected !!