pr

ଦିବଂଗତ ସନ୍ତରଣ ପ୍ରଶିକ୍ଷକ ଖଟେଶ୍ୱର ପାଣ୍ଡେଙ୍କ ଶ୍ରାଦ୍ଧ ଦିବସ

dr. purohit

ସମ୍ବଲପୁର : ଓଡ଼ିଶାର ପ୍ରଥମ ଏନ୍‌ଆଇଏସ୍‌ ସନ୍ତରଣ ପ୍ରଶିକ୍ଷକ ସ୍ୱର୍ଗତ ଖଟେଶ୍ୱର ପାଣ୍ଡେଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଡା. ଝସକେତନ ସାହୁ ସୁଇମିଙ୍ଗ ପୁଲଠାରେ ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତିକ ମାଷ୍ଟର ଏଥଲେଟ ସୁନ୍ଦର ମଣି ଓ ଜୟନ୍ତ ପାଣ୍ଡେ ସ୍ୱର୍ଗତ ପାଣ୍ଡେଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ପ୍ରେମରଞ୍ଜନ ପ୍ରଧାନ, ସମ୍ପାଦକ ସାଲେଗ୍ରାମ ଖୁଣ୍ଟିଆ, ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ର ନାୟକ, ଅନିଲ ବରିହା, ରଙ୍କନିଧି ସେଠ, ଆଶୁତୋଷ ନାୟକ, ସଞ୍ଜୟ ପାଣ୍ଡେ, ୱାଟର ଡୁଙ୍ଗ ଡୁଙ୍ଗ, ମନୋଜ ବନଛୋର ତଥା ସୁଇମିଙ୍ଗର ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.