pakka

ବରଗଡ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ମୁଖ ଓ ଦାନ୍ତ ସ୍ୱଚ୍ଛତା ଉପରେ ସେମିନାର

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବରଗଡ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ମୁଖ ଓ ଦାନ୍ତ ଜନିତ ସ୍ୱଚ୍ଛତା ଉପରେ ଏକ ସେମିନାର ବା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବରଗଡ ସାଇନ୍ସ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ବିକାଶ ସେନଙ୍କ ପୌରହିତ୍ୟରେ ହୋଇଥିବା ଏହି ସେମିନାରରେ ବରଗଡ ସାଇ ମଲ୍ଟି ସ୍ପେଶାଲିଟୀ ହସ୍ପିଟାଲ୍‌ର ଡ. ଅର୍ଚ୍ଚନା ଅଗ୍ରୱାଲ ବିଶେଷଜ୍ଞ ଭାବରେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ । ଏଥିରେ ବରଗଡ ଲାୟନ୍ସ ରୋସନୀ କ୍ଲବର ସଦସ୍ୟମାନେ, ବରଗଡ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ବରଗଡ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ପାଖାପାଖି ୨୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

eighteen + thirteen =

error: Content is protected !!