pakka

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ସ୍କୁଲ ଛାତ୍ର ଗୁରୁତର

bbehera

ସୋର : ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ସ୍କୁଲ ଛାତ୍ର ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସବିରା ହାଇସ୍କୁଲର ଦୁଇଜଣ ଛାତ୍ର ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ଦୁହେଁ ସୋର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ସ୍କୁଲରେ ଖେଳ ଚାଲିଥିବା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ମାନରଞ୍ଜନ ପାଣିଗ୍ରାହୀ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରତିକାନ୍ତ ପାଢ଼ୀ ଷ୍ଟିଲ ପାଇପରେ ଲାଗିଥିବା ପତାକାକୁ ଧରିଦେବା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି

jay balangir
Leave A Reply

Your email address will not be published.

three × 1 =