pakka

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୨୦ ଟଙ୍କା, ଫୁଲକୋବି – ୧୦ ଟଙ୍କା, ବ୍ରୁ କୋଲି- ୪୦ ଟଙ୍କା, ଆଳୁ – ୧୫ ଟଙ୍କା, ପିଆଜ – ୪୦ ଟଙ୍କା, ରାଂଚି କଂଚା ମଟର – ୪୦ ଟଙ୍କା, ରାୟପୁର କଂଚା ମଟର – ୩୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି – ୫୦ ଟଙ୍କା, ବିମ୍‌ – ୫୦ ଟଙ୍କା, ସିମ୍ବ – ୫୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୧୦୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, କେପ୍‌ସିକମ୍‌ – ୫୦ ଟଙ୍କା, ଗାଜର – ୪୦ ଟଙ୍କା, ବିଟ୍‌ – ୫୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୩୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୦ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୩୦ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୪୦ ଟଙ୍କା, ଝୁଲଣ (ଝୁନ୍‌ଗା) – ୩୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୫୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୬୦ ଟଙ୍କା, ଧନିଆଁ ପତ୍ର – ୫୦ ଟଙ୍କା, କଂଚାଲଙ୍କା – ୮୦ ଟଙ୍କା, ଭାଜି ଶାଗ -୩୦ ଟଙ୍କା, ମେଥି ଶାଗ – ୪୦ ଟଙ୍କା, ପାଳଙ୍ଗ ଶାଗ – ୨୦ ଟଙ୍କା, ମୂଳା -୧୫ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

jay balangir
Leave A Reply

Your email address will not be published.

five × two =

error: Content is protected !!