ଆଜିଠୁ ପଞ୍ଚୁକ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଏକାଦଶୀରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ଅନ୍ୟ ବର୍ଷ ଭଳି ଯଦି ବି ପଞ୍ଚୁକ ପାଳନରେ ଭିଡ଼ ଦେଖାଯାଉନାହିିଁ, ତଥାପି ନୀତିକା‌ନ୍ତି ଅନୁସାରେ ପାଳନକୁ କରୁଛନ୍ତି ଶ୍ର‌ଦ୍ଧାଳୁମାନେ । କରୋନା ସଙ୍କଟ ଯୋଗୁ ଚଳିତ ବର୍ଷ ମ‌ନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନଥିବା ପରିଲକ୍ଷିତ ହେଉଛି । ଶ୍ରଦ୍ଧାଳୁମାନେ ନିଜ ନିଜ ଘରେ ପାଳନ କରୁଛନ୍ତି ପଞ୍ଚୁକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.