pakka

ଛତ୍ରପୁର ଓକିଲ ସଂଘ ତରଫରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଓକିଲ ସଂଘ ତରଫରୁ ରବିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ସମାରୋହ ତଥା ଛତ୍ରପୁର ଓକିଲ ସଂଘର ୨୭ତମ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଏହି ଭବ୍ୟ-ସମାରୋହରେ ବିଗତବର୍ଷ ମାନଙ୍କ ଭଳି ୭ ଜଣ ବରିଷ୍ଠ ଆଇନଜୀବୀଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନୀତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

13 + sixteen =