csstore

ଜିଲ୍ଲା କଂଗ୍ରେସ କମିଟି ଶିଶୁ ନିଖୋଜ ନେଇ ପୁରୀ ଏସପିଙ୍କୁ ଭେଟିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ସୁଜନପୁର ପଞ୍ଚାୟତର ରତନପୁର ଗ୍ରାମର ନିଖୋଜ ଶିଶୁ ଆଶିର୍ବାଦ ସାହୁ ଆଜି କୁ ତିନିଦିନ ହୋଇଥିଲେ ମଧ୍ୟ ତାର କୌଣସିପ୍ରକାର ସୁରାକ ଏପର୍ଯ୍ୟନ୍ତ ମିଳିନାହଁ । ସେଇ ଶୋକସନ୍ତପ୍ତ ପରିବାରକୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ଭେଟିବା ପରେ ଗତକାଲି ଡେଲାଙ୍ଗ ପିପିଲି କଂଗ୍ରେସ ନେତା ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ପୁରୀ ସଦର ସଭାପତି ଅମରେନ୍ଦ୍ର ପାଇକରାୟ, ସୁକାନ୍ତ କୁମାର ପ୍ରଧାନ, ଉମାକାନ୍ତ ବରାଳ, ସୁଜିତ ମିଶ୍ର, ପ୍ରମୁଖ ପୁରି ଏସିପିଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ନେଇ ବରିଷ୍ଠ କଂଗ୍ରେସ ନେତା ନିର୍ମଳ କୁମାର ପରିଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.