ଛାତର ସେଣ୍ଟ୍ରିଂ ପଡ଼ି ଘର ମାଲିକଙ୍କ ମୃତ୍ୟୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ଗ୍ରାମରେ ଛାତର ସେଣ୍ଟ୍ରିଂ ପଡ଼ିଯିବାରୁ ଘର, ମାଲିକ କନିଷ୍ଠ ଭୋଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କନିଷ୍ଠ ଭୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ନିର୍ମାଣ କରିଥିଲେ । ହେଲେ ସେହି ଘର ଛାତର ସେଣ୍ଟ୍ରିଂ ପଡ଼ିଯିବାରୁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

6 + 4 =