pakka

ଦେଓଗାଁ ସପ୍ତର୍ଷି ସେବାଶ୍ରମରେ ବିଶ୍ୱ ଶାନ୍ତି ମହାଯଜ୍ଞ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସପ୍ତସି ସେବାଶ୍ରମ ଗୁରୁକୂଳ ଦୟାନନ୍ଦ ବିହାରଠାରେ ଆଜି ୨୧ ତମ ବାର୍ଷିକୋତ୍ସବ ଏକୋଇଶ କୁଣ୍ଡିୟ ବୈଦିକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେବାଶ୍ରମର ଆଚାର୍ଯ୍ୟ ପଣ୍ଡିତ ସହଦେବ ଶାସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁଜୀ ଡ଼ଃ ଦେବବ୍ରତ ଜୀ, ଆଚାର୍ଯ୍ୟ ବୃହସ୍ପତି ଜୀ, ଆଚାର୍ଯ୍ୟ ନିର୍ମଳ ଜୀ, ଆଚାର୍ଯ୍ୟ ଡ଼. ସୁଦର୍ଶନ ଦେବାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ସେବାଶ୍ରମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ମହାଯଜ୍ଞ ୩ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

4 × five =