csstore

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଅନୁଗୁଳ : ଛେଣ୍ଡିପଦା ଥାନା କୋଶଳା ବଜାର ଭିତରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । କୋଶଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜଳଧର ପ୍ରଧାନ(୬୫) ଛେଣ୍ଡିପଦା ଷ୍ଟେଟ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠେଇ ଡିକିରେ ଟଙ୍କା ରଖି ବାଇକରେ ଘରକୁ ଫେରୁଥିବା ବେଳେ ବାଟରେ କୋଶଳା ବଜାରରେ ବାଇକ ରଖି ଡିକିରୁ ଟଙ୍କା ବ୍ୟାଗ ଧରି ତେଜରାତି ଦୋକାନକୁ ଯିବା ପୂର୍ବରୁ ଏକ କେଟିଏମ ବାଇକରେ ପଛରୁ ଆସି ଦୁର୍ବୃତ୍ତ ଟଙ୍କା ବ୍ୟାଗ ଶିକ୍ଷକଙ୍କ ଠାରୁ ଝାମ୍ପି ନେଇଥିଲେ ।

jayashree
Leave A Reply

Your email address will not be published.