csstore

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିକୁ ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଐତିହାସିକ ବାଣିଜ୍ୟ ପେଣ୍ଠସ୍ଥଳ ତଥା ଲବଣ ସତ୍ୟାଗ୍ରହ ଓ ସ୍ଵାଧିନତାସଂଗ୍ରାମୀ ପୀଠର ପ୍ରମୁଖ ସ୍ଥାନ ରମ୍ଭା ସହରର ଗସ୍ତ କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ରମ୍ଭା ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସଂଗ୍ରାମୀ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପୂର୍ବକ ବରପୁତ୍ର ମାନଙ୍କର ସ୍ମୁତି ଚାରଣ କରିଥିଲେ । ନବନିର୍ମିତ ୪୧ ଗୋଟି ସଂଗ୍ରାମୀ ଓଡିଆ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି କୁ ଆନୁଷ୍ଠାନିକ ଭାବେ ଉଦଘାଟନ ତଥା ଲୋକାର୍ପଣ କରିଛନ୍ତି ।

jayashree
Leave A Reply

Your email address will not be published.