pakka

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

bbehera

ବୌଦ୍ଧ : ଭିଜିଲାନ୍ସ ଜାଲରେ ବୌଦ୍ଧ ହରଭଙ୍ଗା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ବରିଷ୍ଠ କିରାଣୀଙ୍କ ନାମ ରବୀନ୍ଦ୍ରନାଥ ପାଢ଼ୀ ବୋଲି ଜଣାପଡ଼ିଛି । ଶ୍ରୀ ପାଢୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ରବୀନ୍ଦ୍ରନାଥଙ୍କ ବୁଟୁପାଲି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.

8 + 11 =