csstore

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ଲୋଇସିଂହା ବ୍ଲକ ତରଫରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ ଏବଂ ଲୋଇସିଂହା ବ୍ଲକ ଯୁବ ବାହିନୀ ସଭାପତି ସୁମନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ଲୋଇସିଂହା ବ୍ଲକ ବାଦିବାହାଲ ପଂଚାୟତ ବିଶାଲପାଲି ଗ୍ରାମରେ ସୋଭାଗ୍ୟ ଯୋଜନା ମାଧ୍ୟମରେ ବିଦ୍ୟୁତୀକରଣ ଏବଂ ସେଠାରେ ଲାଗିଥିବା ୨୫ କେଭି ଟ୍ରାନ୍ସଫରମରକୁ ଅପଗ୍ରେଡ଼ କରି ୬୩ କେଭି ଟ୍ରାନ୍ସଫରମର ଲଗାଯିବା ପାଇଁ ଜିଲ୍ଲା ବିଦ୍ୟୁତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଦାବୀପତ୍ର ଗ୍ରହଣ କରିବା ସହ ଗ୍ରାମବାସୀଙ୍କ ଦାବୀକୁ ଅତି ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶୃତି ଦେଲେ ।

jayashree
Leave A Reply

Your email address will not be published.