ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସତ୍ୟସାଇ ସେବା ସମିତି ପକ୍ଷରୁ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ସେକ୍ଟର ୨ ସ୍ଥିତ ସମିତିର ମୁଖ୍ୟ ଇଂ ଗୋପିନାଥ ପଟ୍ଟନାୟକ ଓ ବନ୍ଦନା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେବା ସମିତିର ଜିଲ୍ଲା ସଭାପତି ନିଳାମ୍ବର ମିଶ୍ର, ବିଜୟ କୁମାର ମହାପାତ୍ର, ପ୍ରାକ୍ତନ ସଭାପତି ଆନନ୍ଦ ଆଚାର୍ଯ୍ୟ, ତ୍ରିଲୋଚନ ରାଉତ, ପି ଏମ୍ କେ ପାତ୍ର, ଡ. ହୃଷିକେଶ ନାଏକ, ଚିନ୍ମୟାନନ୍ଦ ପାତ୍ର, ଅନାଥ ରାଉତ, ଦୁର୍ଗାମାଧବ ମିଶ୍ର, ଲୋପାମୁଦ୍ରା ରାଉତ, ପ୍ରଜ୍ଞା ପରମିତା ଦାସ, ଅର୍ପିତା ସାହୁ, ଲୀନା ରାଉତ, ସୁଲୋଚନା ମହାନ୍ତି, ମମତା ରାଉତରାୟ, ଶିଳ୍ପୀ ମହାନ୍ତି, ପି. ପି. ରାୟ, ଡିମ୍ପଲ ସାହୁ, ସୁକାନ୍ତ ଖୁଣ୍ଟିଆ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ପି. କେ . ସାହୁ, ରାଜୀବ ପାଣି, ସୁରେଶ ଥାପ୍ପା ପ୍ରମୁଖଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
Next Post
