pakka

ମମିତା ମେହେର ହତ୍ୟା ମାମଲା : ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଓ ଶିକ୍ଷକ ଗିରଫ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ବୁଧବାର ରାତିରେ ୨ ଜଣକୁ ଉଠାଇ ନେଇଥିଲା । ଗୁରୁବାର କଣ୍ଟାବାଞ୍ଜି ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ମହାଲିଙ୍ଗ କଲେଜର ଅଧ୍ୟକ୍ଷ ରଞ୍ଜିତ ସାହୁ, ଶିକ୍ଷକ କୃତି ଚନ୍ଦନ । ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଲୋଭନ ଦେବା ସହିତ ଧମକ ଚମକ ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

3 × five =