pr

ବଙ୍ଗୋମୁଣ୍ଡାରେ ତାଳୁକା ଆଇନ ସେବା କମିଟି ଗଠିତ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ସ୍ଥାନୀୟ ଜେଏମ ଏଫ୍ ସିଠାରେ ମାନ୍ୟବର ଜିଲ୍ଲା ନ୍ୟାୟଧିଶ ବଲାଙ୍ଗିର ଓ ଜେ.ଏମ.ଏଫ୍.ସି ବଙ୍ଗୋମୁଣ୍ଡା ଶୁଭମ୍ କାନୁନଗୋଙ୍କର ତତ୍ତ୍ଵାବଧାନରେ ବଙ୍ଗୋମୁଣ୍ଡା ତାଳୁକା ଆଇନ ସେବା କମିଟି ଗଠନ କରାଯାଇଛି । ଅବସରପ୍ରାପ୍ତ ଡ଼ାକ୍ତର ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଅବସରପ୍ରାପ୍ତ ବିଇଓ ଅଖିଳ ଦୀପ, ଅବସପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଡ.ନାରାୟଣ ମିଶ୍ର, ଅମୂଲ୍ୟ ଖମାରୀ, ସୁଦାମ ଦାସ, ଧନସିଂ ନାଗ, ରାମଚନ୍ଦ୍ର ରଣା, ସୋଭା ରଣା, ସବିତା ଶର୍ମା, ସନ୍ଧ୍ୟାରାଣୀ ଦାସ ଯାଦବ, ହିରନ୍ ଭରାସଗ୍ରିଆ, ଟ୍ରିପୁରରୀ ଭରାସଗ୍ରିଆଙ୍କୁ ନେଇ ବଙ୍ଗୋମୁଣ୍ଡା ଓକିଲ ସଂଘର ସଭାପତି ସୁଧାଂଶୁ ଦାସଙ୍କ ଉପସ୍ଥିତିରେ ତାଲୁକା ସେବା କେନ୍ଦ୍ରରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ଜିଲ୍ଲା ନ୍ୟାୟଧିଶ ଉପସ୍ଥିତିରେ ଅଞ୍ଚଳରେ ଆଇନ ସଚେତନତା ଓ ଆଇନ ସହାୟତା କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

nrusinghnath
Leave A Reply

Your email address will not be published.