jsm

ତୁଷୁରାରେ ଜାତୀୟ ଗଣିତ ଦିବସ ପାଳିତ

csstore

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବେଣୁଧର ମନହିରା, ମୁଖ୍ୟବକ୍ତା ଭାବେ ରଞ୍ଜନ କୁମାର ବାଗ ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁଶୀଲ କୁମାର ଦାଶ, ସହ ପ୍ରଧାନ ଆଚାର୍ଯ୍ୟ ଦେବାଶିଷ ସାହୁ, ଗଣିତ ଗୁରୁଜୀ ରୁପେଶ ନାୟକ, ରମେଶ ଚନ୍ଦ୍ର ଘିଭେଳା, ଦିନେଶ୍ୱର ରଣା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସରୋଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ବେଣୁଧର ମନହିରା ପୁରସ୍କୃତ କରିଥିଲେ ।

yuvodaya
Leave A Reply

Your email address will not be published.