pakka

ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ – କଣ୍ଟାବାଞ୍ଜି ରାସ୍ତାର ପୁଡାପାଲି ଛକ୍ ଠାରେ ଗତ ଶୁକ୍ରବାର ରାତିରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ନବୀନ ଭୋଇଙ୍କୁ ଛୁରା ମାଡ଼ ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଲିଛି । ନବୀନଙ୍କୁ ଆକ୍ରମଣ ଖବର ପାଇ ମୁରିବାହାଲ ପୋଲିସ ପହଂଚି ବାଇକ ସହ ମିଲିଥିବା ୨ଟି ନମ୍ବର ପ୍ଲେଟ ଆଧାରରେ ତଦନ୍ତ କରିଥିଲେ । ବ୍ୟାପକ ତଦନ୍ତ ପରେ ପୁଲିସ ସଁଇତଲା ଥାନା ଟିକ୍ରାପଡାରେ ଶୁଭମ ରାଜପାଲିଆ, ଖର୍ସେଲନାଞ୍ଜି ଗାଁର ସାଧୁ ବଏ ଓ ବେଲପଡା ଥାନା ଖଲଖଲି ଗାଁର ଅଜେ ନାଗଙ୍କୁ ଗିରଫ କରିଛ । ଦୁର୍ବୃତ୍ତଙ୍କ ଠାରୁ ୧୨ ଶହ ଟଙ୍କା, ବ୍ୟାଗ ଓ ଛୁରୀ ଜବତ କରିଛି । ପୂର୍ବ ଶତୃତାରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × 5 =

error: Content is protected !!