csstore

ଆର.ଜି କର କଲେକର ବଳାତ୍କାର-ହତ୍ୟା ଘଟଣା : ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା କ୍ୟାଣ୍ଡେଲ ମାର୍ଚ୍ଚ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ଶନିବାର ଦିନ କଣ୍ଟାବାଞ୍ଜି ହସ୍ପିଟାଲର ସମସ୍ତ କର୍ମଚାରୀ ତଥା ଆର.କେ.ଏସ୍ କମିଟି ସଦସ୍ୟ ଅଗଷ୍ଟ ୯ରେ କୋଲକାତାର କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ଏକ କେଣ୍ଡଲ ରେଲି ମାଧ୍ୟମରେ ସହର ପରିକ୍ରମା କରି ଡାକ୍ତରଖାନା ସମ୍ମୁଖରେ ବସି ପ୍ରତିବାଦ କରିଥିଲେ ।

jayashree
Leave A Reply

Your email address will not be published.