ବଲାଙ୍ଗିରରେ ଆଜି ୫ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । କଂଟାବାଂଜିରୁ ୩ ଏବଂ ଆଗଲପୁରର ବୁରୋଭାଡ଼ିରୁ ୧ ଓ ବଲାଙ୍ଗିର ସହରର ବେହେରାପାଲିରୁ ୧ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଜଣେ ତେଲେଙ୍ଗାନା ଫେରନ୍ତା କ୍ୱାରେନ୍ଟାଇନ୍ର ବୋଲି କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୫୧୯ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୩୨୨ ଜଣ । ବର୍ତ୍ତମାନ ଏକ୍ଟିଭ୍ କେସ୍ ସଂଖ୍ୟା ୧୯୭ ।

Leave A Reply

Your email address will not be published.