pakka

ରୋଲବଲ ଚାମ୍ପିୟନସିପ୍‌ରେ ସଫଳତା ଅର୍ଜନ କଲା ଓଡ଼ିଶା ଦଳ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣେରେ ଅନୁଷ୍ଠିତ ଏକ୍‌ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନସିପ୍‌ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି । ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି । ଫାଇନାଲରେ ଏହି ଦଳ ମଧ୍ୟପ୍ରଦେଶ-ନାଗାଲାଣ୍ଡ ମିଳିତ ଦଳକୁ ୫-୩ ଗୋଲରେ ପରାସ୍ତ କରିଛି ।

Leave A Reply

Your email address will not be published.

2 + 16 =