pakka

ବିଶ୍ୱ ଏଡ଼୍‌ସ ଦିବସ ଉପଲକ୍ଷେ ସଚେତନତା ରାଲିର ଶୁଭାରମ୍ଭ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

bbehera

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ବିଶ୍ୱ ଏଡ଼୍‌ସ ଦିବସ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟଫାଟକ ଠାରୁ ସିଡିଏମ୍‌ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବାକୁ ଥିବା ରାଲିର ଶୁଭାରମ୍ଭ କଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଏହି ଅବସରରେ ସିଡିଏମ୍‌ଓ କାର୍ଯ୍ୟାଳୟ ସାମ୍ନାରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇ ସିଡିଏମ୍‌ଓ କାର୍ଯ୍ୟାଳୟ ସଭାଗୃହ ଠାରେ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

jay balangir
Leave A Reply

Your email address will not be published.

three × 5 =