pr

କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ ଡ୍ରିଲ ଅନୁଷ୍ଠିତ

dr. purohit

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ବେଲାଖଣ୍ଡି ପଞ୍ଚାୟତରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ବେଲଖଣ୍ଡି ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ମକଡ୍ରିଲ ବା ସାମୁହିକ ଅଭ୍ୟାସର ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡିଜିଏମ୍ ଜୟ ଜଗତ ସାହୁ, କଳାହାଣ୍ଡି ଏଡିଏମ୍ ବୈତୁରା ଦୀପ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପଧାନ, ଏବିଡି ଓ ଶୀଧେଶ୍ୱର ମେହେର, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ୍, ପଞ୍ଚାୟତ ନିର୍ବାହୀ ଅଧିକାରୀ ପାର୍ଥ ରଣା, ଡି ପି ଓବିକାଶ ରଞ୍ଜନ କର, ଆର୍ ଡବ୍ଲୁ ଏସ୍ ଏସ୍ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠି, କନିଷ୍ଠ ଯନ୍ତ୍ରୀ ସୁବାସ ନାଏକ, ଜିପିଡିଓ ପ୍ରେମଚାନ୍ଦ ରଣା, ଅଗ୍ନିଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆଈ ସି ଡି ଏସ୍ ବିଭାଗ, ରାଜସ୍ୱ ବିଭାଗ, କୃଷି ବିଭାଗ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସମସ୍ତ ଜନ ପ୍ରତିନିଧି ସମେତ ବେଲଖଣ୍ଡି ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.