pakka

ବରଗଡ଼ ଜିଲ୍ଲାରେ ୪୧ ମିମି ବର୍ଷା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିଠାରୁ ଆଜି ପର୍ଯ୍ୟନ୍ତ ୪୧.୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ପାଣି ପାଗ ବିଭାଗ ଆକଳନରୁ ଜଣାପଡିଛି ଯେ, ଦିନର ଆଦ୍ରତା ୮୧ ଶତକଡା ରହିଥିବା ବେଳେ ପାଗ ମେଘୁଆ ରହିଛି । ଆଜିର ତାପମାତ୍ରା ସର୍ବାଧିକ ୩୩ ଡିଗ୍ରୀ ସେଲସିୟସ ଥିଲା । ଆସନ୍ତାକାଲି ମଧ୍ୟ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.

thirteen − eleven =