pakka

ଛାତ୍ରଙ୍କୁ ଗଳା କାଟି ହତ୍ୟା ଅଭିଯୋଗ

bbehera

କଟକ : କଟକ ଜଗତପୁର ଥାନା ପୂର୍ବକଚ୍ଛରେ ନାବାଳକଙ୍କୁ ଗଳା କାଟି ହତ୍ୟା । ପୂର୍ବକଚ୍ଛ ଥୋରିଆ ସାହିର ଜଗନ୍ନାଥ ବେହେରାଙ୍କ ପୁଅ ଜ୍ୟୋତି ପ୍ରକାଶ ବେହେରା ଶନିବାରଠାରୁ ନିଖୋଜ ଥିବା ବେଳେ ରବିବାର ଗାଁ ନିକଟ ଏକ ହିଡରେ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଦୁର୍ବୁତ୍ତ ଜ୍ୟୋତି ପ୍ରକାଶଙ୍କ ଗଳାକୁ ଦାଆରେ କାଟି ହତ୍ୟା କରିଥିବା ଜଣା ପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଜଗତପୁର ଥାନା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

five × 5 =

error: Content is protected !!