pakka

ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ମଧୁସୂଦନ ଜୟନ୍ତୀ ପାଳିତ

bbehera

ରାଉରକେଲା, (ସସ୍ମିତା ଧ୍ରଧାନ) : ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ଆନୁକୁଲ୍ୟରେ ଷ୍ଟେସନ୍‌ ଛକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସକାଳ ୮ଟା ସମୟରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାଖାର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ଆବାହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ସୁଦାମ ଚରଣ ଦାସ, ଉପସଭାପତି ତପସ୍ୱିନୀ ବହିଦାର, ଅଚିନ୍ତ୍ୟ ନାରାୟଣ ଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ ହରିହର ଶତପଥୀ, ବାଳକୃଷ୍ଣ ସ୍ଵାଇଁ, ଅନନ୍ତ ଚରଣ ବିଶୋଇ, ଅରବିନ୍ଦ ପାତ୍ର, ଜଗନ୍ନାଥ ରାଉତ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × four =